Water Baptism/ଜଳରେ ବାପ୍ତିସ୍ମ (Odia)

Water Baptism/ଜଳରେ ବାପ୍ତିସ୍ମ (Odia)

Ashish Raichur
Насколько вам понравилась эта книга?
Какого качества скаченный файл?
Скачайте книгу, чтобы оценить ее качество
Какого качества скаченные файлы?
ଖ୍ରୀଷ୍ଟ ବିଶ୍ଵାସୀମାନଙ୍କର ଆତ୍ମିକ ଯାତ୍ରାରେ ଜଳରେ ବାପ୍ତିସ୍ମ ଗ୍ରହଣ ଏକ ମହତ୍ତ୍ଵପୂର୍ସି ଅନୁଭୂତି ଅଟେ । ଆମେ ଯେତେଜଣ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରି ତାଙ୍କର ଅନୁଗମନ କରିବାର ନିଷ୍ପତ୍ତି ନେଇଛୁ କୌଣସି ଏକ ସମୟରେ ଏହି ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥାଉ । ଯେଉଁମାନେ ତାଙ୍କର ଅନୁଗମନ କରିବେ ବୋଲି ସ୍ଥିର କରିଥାନ୍ତି ସେମାନେ ଜଳରେ ବାପ୍ତିସ୍କ ନେବା ଆବଶ୍ୟକ ବୋଲି ସ୍ବୟଂ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଦେଶ ପ୍ରଦାନ କରିଛନ୍ତି । ତେଣୁ ଏହି ଆଦେଶକୁ ଆମେ ନିଶ୍ଚେ ପାଳନ କରିବାକୁ ହେବ । ଏହି ପୁସ୍ତକରେ ଜଳରେ ବାପ୍ତିସ୍କର ଅର୍ଥ ଓ ତାତ୍ପର୍ଯ୍ୟକୁ ସରଳ ଭାଷାରେ ବୁଝାଇ ଦିଆଯାଇଛି । ଏହି ପ୍ରସଙ୍ଗ ଉପରେ ଈଶ୍ବରଙ୍କ ବାକ୍ୟରୁ କରାଯାଇଥିବା ଅଧୟନ ବାପ୍ତିସ୍ମ ଗ୍ରହଣ କରିବା ନିମନ୍ତେ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନଙ୍କ ନିମନ୍ତେ ଉପଯୋଗୀ ଅଟେ ।
Год:
2020
Издательство:
All Peoples Church And World Outreach
Язык:
odia
Файл:
PDF, 377 KB
IPFS:
CID , CID Blake2b
odia, 2020
Скачать (pdf, 377 KB)
Выполняется конвертация в
Конвертация в не удалась

Ключевые слова